ଅସହାୟ ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
- Dec 02, 2018
- 335 Views
ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ହରାଇଲେ ୧ ଏକର ୬୦୦ ଡିସମିଲ୍ ସରକାରୀ ଜମି । କାନଭାସ୍ ଓଡିଶା(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଓ ବେସରକାରୀ ବାସଭବନ ସାମ୍ନା ରାସ୍ତାକୁ କେବଳ ନବୀନ ବାବୁଙ୍କ ବ୍ୟବହାର ପାଇଁ ରାଜ୍ୟ ସରକାର କିଭଳି ଚଂଚକତା କ
କାନଭାସ୍ ଓଡିଶା(ବ୍ୟୁରୋ) : ବିଶିଷ୍ଟ ଯୁବନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୫ତମ ଜନ୍ମ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତିକମିଟି ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥ କୋରାପୁଟ ଭବନ ଠାରେ ଏକ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି
କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ସମଗ୍ର ଭାରତକୁ ନିଶାମୁକ୍ତ କରି ଏକ ସୁସ୍ଥ ସ୍ୱାବଲମ୍ବୀ ସମ୍ପନ୍ନ ଭାରତ ଗଠନ ଉଦ୍ଦେଶ୍ୟ ନେଇ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତତ୍ତ୍ୱାବଧାନରେ ଓଡ଼ିଶା ଭ୍ରମଣ କରିଥିବା 'ବ୍ୟସନ ମୁକ୍ତ ଭାରତ ଯାତ୍ରା' ରଥ ଆଜି ଭୁବନେଶ୍ୱର ମହାନଗରରେ ଚାଲିଥିବା ପଥ ଉତ୍ସବରେ ସଚେତନତାର ବାର୍ତ୍ତା ପ୍ର
କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଭିନ୍ନ ଭିନ୍ନ ପରମ୍ପରାର ସାଧୁ ସନ୍ୟାସୀମାନଙ୍କ ସଙ୍ଗଠନ ସନାତନ ସନ୍ଥ ସମାଜର ୮ମ ବାର୍ଷିକ ସମାରୋହ ଆଜି ଭୁବନେଶ୍ୱରସ୍ଥିତ ରାଧାବଲ୍ଲଭ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ଶତାଧିକ ସାଧୁସନ୍ଥ ଯୋ
କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ରୀୟ ହାରରେ ଓବିସିଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷିତ । କିନ୍ତୁ ଓଡ଼ିଶାର ଓବିସି ପିଲାମାନେ ୨୭% ବଦଳରେ ପାଉଛନ୍ତି ମାତ୍ର ୧୧% । କାହିଁକି ? ଓଡ଼ିଶା କଅଣ ଭାରତ ବାହାରେ ? ସବୁ କଥାରେ କେନ୍ଦ୍ର ଦାୟୀ ବୋଲି ଘୋଷି ଚାଲିଥିବା ଓଡ଼ିଶା ସରକାର ରାଜ୍ୟରେ ଓବିସିମାନଙ୍କ ଦୁର୍ବଳ ନେତୃତ୍ୱର ସୁଯୋ
କାନଭାସ୍ ଓଡିଶା(ବ୍ୟୁରୋ) : ପ୍ରସ୍ତାବିତ ଓଡିଶା ପୁଲିସ୍ ବିଲ୍ – ୨୦୧୫ର ଅନେକ ଧାରା ଓ ଉପଧାରାରେ ସଂଶୋଧନର ଆବଶ୍ୟକତା ରହିଛି । ତେଣୁ ଏହାକୁ ରାଜ୍ୟପାଳ ୨୦୧୫ ମସିହାରେ ଏହାକୁ ପୁନଃବିଚାର ପାଇଁ ପଠାଇଦେଇଥିଲେ । କିନ୍ତୁ ସରକାର ଏହାକୁ ଆଉ ବିଧାନସଭାରେ ଆଲୋଚନା ପାଇଁ ନଆଣି ପକାଇ ରଖିଛନ୍ତି । ତେଣୁ ଏହି ଆବଶ୍ୟକ ସଂଶୋଧନ ସହ
କାନଭାସ୍ ଓଡିଶା(ବ୍ୟୁରୋ) : ଦେଶରେ ବିଭିନ୍ନ କୋଣ ଅନୁକୋଣରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ବିଳମ୍ବରେ ହାଲକା ଦଫା ଲଗାଇଛି । ସାମ୍ବାଦିକଙ୍କୁ ଆକ୍ରମଣ କରୁଥିବା ଦୁର୍ବୃତମାନଙ୍କୁ ତୁରନ୍ତ ଗିରଫ କରିବା ଓ କଡ଼ା ଆଭିମୁଖ୍ୟ ପାଇଁ ସ୍ୱତନ୍ତ୍ର
କାନଭାସ୍ ଓଡିଶା(ବ୍ୟୁରୋ) : ସାମୁଦ୍ରିକ ଝଡ ପେଥାଇ ଲଘୁଚାପ ଜନିତ ବର୍ଷା ଦ୍ୱାରା ଦକ୍ଷିଣ, ପଶ୍ଚିମ ଓ ଉତର ଓଡିଶାର ପ୍ରାୟ ୧୭ଟି ଜିଲ୍ଲାରେ ଅମଳ ହୋଇଥିବା ଧାନ, କପା ଓ ପନିପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ଏ ସଂପର୍କରେ ଚାଷୀଙ୍କୁ ପୂର୍ବରୁ ସତର୍କ ରହିବା ପାଇଁ ସରକାର କେବଳ ସୂଚନା ଦେଇ ହାତବାନ୍ଧି ବସିଛନ୍ତି । ପ୍ରତିକା
କାନଭାସ୍ ଓଡିଶା(ବ୍ୟୁରୋ) : ଚଳିତ ମାସ ସଂଗଠିତ ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲାର ପ୍ରଭାବିତ ଜନସାଧାରଣଙ୍କୁ ବିପଦ ସମୟରେ ଭେଟିବା ସହ ସେମାନଙ୍କର ଦୁଃଖ ବୁଝିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ୧୪, ୧
କାନଭାସ୍ ଓଡିଶା(ବ୍ୟୁରୋ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତିତଲି’ର ପ୍ରଭାବରେ ଚିଲିକାରେ ମଧ୍ୟ ତାର କାୟାବିସ୍ତାର କରି ଚାଲିଯାଇଛି । ବାତ୍ୟା ପ୍ରଭାବରେ ଟାଙ୍ଗି ବ୍ଲକର ଟାଙ୍ଗି ଗ୍ରାମପଞ୍ଚାୟତ, ସାନକୁସୁମି, ବିନ୍ଧାଣିଆ ସେହିପରି ଚିଲିକା ବ୍ଲକର ଜରିପଡା, ବାଉଁଶସାହି, ହରିଜନ ସାହି, ପାଣିଦୁଆର, କୁମଣ୍ଡଳ, ଆ
କାନଭାସ୍ ଓଡିଶା(ବ୍ୟୁରୋ) : ବାତ୍ୟା ତିତଲିର ପ୍ରଭାବରେ ବେଶି ପ୍ରଭାବିତ ହୋଇଥିବା ତିିନି ଜିଲ୍ଲା ଗଞ୍ଜାମ, ଗଜପତ. ରାୟଗଡା ପ୍ରଭୁତି ଗ୍ରସ୍ତ କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳ ସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ
କାନଭାସ୍ ଓଡିଶା(ବ୍ୟୁରୋ) : ଜଗନ୍ନାଥଙ୍କ ଦୟାରୁ ରାଜ୍ୟରୁ ତିତଲି ବିପଦ ଟଳିଲା । ଲୋକମାନେ ଏହାକୁ ବୁଝିବା ଦରକାର କିନ୍ତୁ ଏହା ନବୁଝି କିଛିଲୋକ ଆମ ମାନଙ୍କ ଉପରେ ଯେଉଁ ଭଳି ଭାବରେ ଅପଶବ୍ଦ ବ୍ୟବହାର କରି କମେଣ୍ଟ କରୁଛନ୍ତି ତାହା ଆମକୁ ବହୁତ ମର୍ମାହତ କରିଛି । ଗଣମାଧ୍ୟମ ଯାହା ଟେଲିଭିଜନ ମାଧ୍ୟମରେ ପ୍ରସାରଣ କରୁଥିଲା ତା
କାନଭାସ୍ ଓଡିଶା(ବ୍ୟୁରୋ) : ଯୁବଶିଳ୍ପୀ ମୁକ୍ତିପଦ ନନ୍ଦୀଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ମର୍ଡନ ଆର୍ଟ ଗ୍ୟାଲେରୀଠାରେ ଉଦଘାଟନ ହୋଇଯାଇଛି । ୫ଦିନ ବ୍ୟାପି ଏହି ଏକକ ଚିତ୍ରକଳା ପ୍ରଦର୍ଶନୀରେ ପୂର୍ବତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରୀୟା ଉଦଘାଟନ କରି ଶିଳ୍ପୀ ମୁକ୍ତିପଦଙ୍କ ଦ୍ୱାରା ପ୍ରକୃତିର ପରିସ୍ଥିତିକୁ
କାନଭାସ୍ ଓଡିଶା(ବ୍ୟୁରୋ) : ବରୀ ବ୍ଲକ ଅଧିନ ଚନ୍ଦନପୁର ପଞ୍ଚାୟତ ସ୍ଥିତ ରାମପୁର ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାରଠାରୁ ଚାଲିଥିବା ରଜତ୍ ଜୟନ୍ତୀ ସମାରୋହ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପୁରାତନ ଛାତ୍ରୀ ଛାତ୍ରଙ୍କୁ ନେଇ ୨୫ ବର୍ଷର ସ୍ମୃତିକୁ ରୋମନ୍ଥନ କରାଯିବା ସହିତ ଗୁରୁ ଶିଷ୍ୟର ସମ୍ପ
କାନଭାସ୍ ଓଡିଶା(ବ୍ୟୁରୋ) : ନୟାଗଡ, ବହୁ ପ୍ରତୀକ୍ଷିତ ରଣପୁର ବି. ସି. ହାଇସ୍କୁଲ ୧୯୯୨ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ବାତାବରଣ ମଧ୍ୟରେ ଆଜି ସ୍ଥାନୀୟ ଦେବୀ ମଣିନାଗ ଶକ୍ତିପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୨ର ପ୍ରାୟ ସମସ୍ତ ସହପାଠୀଗଣ ସମସାମୟିକ ଶିକ୍ଷକ ଶିକ୍ଷୟିତ୍ରୀମା
କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା କାଲିମେଳାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨୧ଟି ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପ୍ରଥମେ ପଞ୍ଚାୟତସ୍ତରୀୟ ସୁରଭିରେ ଭାଗ ନେଇ ସେଠାରୁ ଚୟନ ହେବା ପରେ
କାନଭାସ୍ ଓଡିଶା(ବ୍ୟୁରୋ) : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପରିବେଶ ପ୍ରଦୂଷଣ ଓ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୂତନଶକ୍ତି ଯୋଜନା ଓ ଆଇଆଇଟି ମୁମ୍ବାଇ ର ସହଭାଗୀତାରେ ଏକଲକ୍ଷ ସୋଲାର ପ୍ରସ୍ତୁତ କରି ଗିନିଜ ବୁ
କାନଭାସ୍ ଓଡିଶା(ବ୍ୟୁରୋ) : ବର୍ତ୍ତମାନ ସାରା ଭାରତବର୍ଷରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଶିବାନନ୍ଦ ଶତବାର୍ଷିକ ଉଚ୍ଚ ବିଦ୍ୟାଳୟର ପ୍ରାୟ ୮୦ଜଣ ସ୍କାଉଟ ପିଲାମାନେ ନିଜକୁ ସାମିଲ କରିଛନ୍ତି । ସ୍କାଉଟ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍କୁଲଠାରୁ ଏକ ର୍ୟାଲିରେ ବ
କାନଭାସ୍ ଓଡିଶା(ବ୍ୟୁରୋ) : ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବ
କାନଭାସ୍ ଓଡିଶା(ବ୍ୟୁରୋ) : ଯାଜପୁର, ଆଞ୍ଚଳିକ କ୍ରିକେଟ୍ କ୍ଲବ (ଏସ୍.ସି.ସି.)ର ବନ୍ଧୁ ମିଳନ ଉତ୍ସବ ସହ ବରୀ ବ୍ଲକ୍ ସ୍ଥିତ ଭଅଁରା ପଂଚାୟତର ରାଇପୁର ଖେଳ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୦ବର୍ଷରୁ ଉଦ୍ଧ ହେବ ଏହି କ୍ରିକେଟ୍ କ୍ଲବର ସମସ୍ତ ଖେଳାଳୀମାନେ ସେହି ବିଗତ ବର
କାନଭାସ୍ ଓଡିଶା(ବ୍ୟୁରୋ) :ଯାଜପୁର, ବରୀ ବ୍ଲକ ବାଲିବିଲି ଗ୍ରା.ପ. ସ୍ଥିତ କନକଦୂର୍ଗା ବିଦ୍ୟା ପୀଠ, ବାଲିବିଲିର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରଜା
କାନଭାସ୍ ଓଡିଶା(ବ୍ୟୁରୋ) : ଏବେ ସାରା ବିଶ୍ୱର ନଜର ଭୁବନେଶ୍ୱର ଉପରେ । କାରଣ ହକି ମହାକୁମ୍ଭ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେଉଛି। ବିଶ୍ୱର ବଛା ବଛା ୧୬ଟି ଟିମ୍, ଅଫିସିଆଲ, ଦର୍ଶକ ସମସ୍ତେ ଭୁବନେଶ୍ୱରରେ ଟିମ୍ ଗୁଡ଼ିକୁ ଚିଅର ଅପ୍ କରିବା ପାଇଁ ହକି ପ୍ରେମୀ ଟିକେ ବି ସୁଯୋଗ ହାତଛଡ଼ା କରୁନଥିବା ବେଳେ ଅନ୍ତର୍ଜାତୀୟ
କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶା ଭଳି ଏକ ରାଜ୍ୟ ବିଶ୍ୱର ସର୍ବବୃହତ୍ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କିଛି କମ୍ ଗୌରବର କଥା ନୁହେଁ । ଏହାର ସଫଳତାକୁ ନେଇ ଦେଶ ତଥା ବିଦେଶରେ ଭୁରି ଭୁରି ପ୍ରଶଂସା କରାଯାଇଛି । ଟୁର୍ଣ୍ଣାମେଣ୍ଟକୁ ଆଉ ଟିକେ ଆକର୍ଷଣୀୟ କରିବା ଲାଗି ଆୟୋଜକ ଓଡ଼ିଶା ସରକାର ଦୁଇ ଦୁଇଟି ଉଦ୍ଘାଟନୀ ଉତ୍
କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ଟେନିସ ଭଲିବଲ ପ୍ରତିଯୋଗିତା ତା୨୬/୧୦ରୁ୨୭/୧୦/୨୦୧୮ ପର୍ଯ୍ୟନ୍ତ ଗୋକୁଳାନନ୍ଦ ଜିୟୁ ବିଦ୍ୟା ମନ୍ଦିର ନୟାଗଡରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଜିଲ୍ଲାରୁ ପ୍ରାୟ ୧୫୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗ ପ୍ରତିଯୋଗିତାରେ ନୟାଗଡ ଚମ୍ପିଆନ ଏବଂ ଭୁବନେଶ୍ୱ